ଗୋଟିଏ ଦିନରେ ଏମ୍‌ସର ୭ କର୍ମଚାରୀ ପଜିଟିଭ୍‌, ବିନା ଚିକିତ୍ସାରେ ଫେରିଲେ ରୋଗୀ

ଭୁବନେଶ୍ୱର: ଶୁକ୍ରବାର ଗୋଟିଏ ଦିନରେ ଏକସଙ୍ଗରେ ୭ ଜଣ ଏମ୍‌ସ କର୍ମଚାରୀ କରୋନା ପଜିଟିଭ୍‌ ଚିହ୍ନଟ ହେଲେ। ଏହାପରଠାରୁ ଅଧିକାଂଶ ଅଣକୋଭିଡ୍‌ ରୋଗୀଙ୍କୁ ଫେରାଇ ଦେଲେ ଡାକ୍ତର। ଏହାଛଡ଼ା ଗତ ତିନି ଦିନ ହେଲା ଆଇପିଡିର ରୋଗୀଙ୍କୁ ଡିସଚାର୍ଜ କରାଯାଉଛି। ବିନା ଚିକିତ୍ସାରେ ରୋଗ ଯନ୍ତ୍ରଣା ସହିତ ସଟ୍‌ଡାଉନ ସ୍ଥିତି ରୋଗୀ, ପରିଜନଙ୍କ ଦୁଃଖ କାହିଁରେ କେତେ ବଢ଼ାଇ ଦେଇଛି। ବର୍ତ୍ତମାନ ସ୍ଥିତିରେ କୋଭିଡ୍‌ ଯୋଗୁଁ ରୋଗୀଙ୍କ ଦୁଃଖ ଯେତିକି … Continue reading ଗୋଟିଏ ଦିନରେ ଏମ୍‌ସର ୭ କର୍ମଚାରୀ ପଜିଟିଭ୍‌, ବିନା ଚିକିତ୍ସାରେ ଫେରିଲେ ରୋଗୀ